ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ITI, Cuttack


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
1958
ଅଧ୍ୟକ୍ଷ
ଡ. ହୃଷିକେଶ ମହାନ୍ତି

ଆଇଟିଆଇ, କଟକ

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା କଟକ

ଆଇଟିଆଇ କଟକ, ରାଜ୍ୟର ସୁନାମଧନ୍ୟ ପ୍ରତିଷ୍ଠାନମାନଙ୍କ ମଧ୍ୟରୁ ଅନ୍ୟତମ। ସିଟିଏସ ପାଠ୍ୟକ୍ରମ ଅଧୀନରେ ବର୍ତ୍ତମାନ ଏଠାରେ ୨୦ଟି ଭିନ୍ନଭିନ୍ନ ଟ୍ରେଡରେ ତାଲିମ ଦିଆଯାଉଛି। କ୍ରମାନ୍ଵୟ ଭାବେ ଭଲ କରୁଥିବାରୁ ବିଶ୍ଵସ୍ତରୀୟ ଶିଳ୍ପ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ୨୦୧୫ ମସିହାରେ ଭାରତ ସରକାର ଏହି ପ୍ରାତିଷ୍ଠାନକୁ ସମ୍ମାନିତ କରିଥିଲେ।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
8895945275/0671-2344922
ଇମେଲ୍
[email protected]
ଠିକଣା
ମଧୁପାଟଣା, ଜିଲ୍ଲା-କଟକ, ପିନ୍-୭୫୩୦୧୦
ୱେବସାଇଟ
http://www.iticuttack.org

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ଅଟୋମୋଟିଭ୍ ବଡି ରିପାୟର (ଏସସିଟିଇ ଆଣ୍ଡ ଭିଟି) 12 ମାସରେ 2520 ଘଣ୍ଟା 20 ମାଟ୍ରିକ
‌ଅଟୋମୋଟିଭ୍ ପେଣ୍ଟ ରିପାୟର (ଏସସିଟିଇ ଆଣ୍ଡ ଭିଟି) 12 ମାସରେ 2520 ଘଣ୍ଟା 20 ମାଟ୍ରିକ
ବଢେଇ 12 ମାସରେ 2520 ଘଣ୍ଟା 78 ଅଣ ମାଟ୍ରିକ
କମ୍ପ୍ୟୁଟର ଚାଳକ ଓ ପ୍ରୋଗ୍ରାମିଂ ସହଯୋଗୀ (ସିଓପିଏ) 12 ମାସରେ 2520 ଘଣ୍ଟା 78 ମାଟ୍ରିକ
ଡ୍ରଗଟ୍ସମ୍ୟାନ (ସିଭିଲ) 24 ମାସରେ 5040 ଘଣ୍ଟା 78 ମାଟ୍ରିକ
ଡ୍ରଗଟ୍ସମ୍ୟାନ (ମେକାନିକାଲ) 24 ମାସରେ 5040 ଘଣ୍ଟା 52 ମାଟ୍ରିକ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 273 ମାଟ୍ରିକ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 52 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 273 ମାଟ୍ରିକ
ଫାଉଣ୍ଡ୍ରୀମ୍ୟାନ ପ୍ରଯୁକ୍ତି ବିଦ୍ୟା (ଛାଞ୍ଚ ମିସ୍ତ୍ରୀ) 12 ମାସରେ 2520 ଘଣ୍ଟା 63 ମାଟ୍ରିକ
ସୂଚନା ପ୍ରଯୁକ୍ତି ବିଦ୍ୟା ଓ ବୈଦ୍ୟୁତିକ ଯନ୍ତ୍ର ରକ୍ଷଣାବେକ୍ଷଣ (ଆଇଟି ଓ ଇଏସଏମ) 24 ମାସରେ 5040 ଘଣ୍ଟା 52 ମାଟ୍ରିକ
ଉପକରଣ ମେକାନିକ 24 ମାସରେ 5040 ଘଣ୍ଟା 52 ମାଟ୍ରିକ
ଯନ୍ତ୍ର ନିର୍ମାତା 24 ମାସରେ 5040 ଘଣ୍ଟା 64 ମାଟ୍ରିକ
ମୋଟର ଗାଡି ମେକାନିକ 24 ମାସରେ 5040 ଘଣ୍ଟା 126 ମାଟ୍ରିକ
ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ମେକାନିକ ଡିଜେଲ 12 ମାସରେ 2520 ଘଣ୍ଟା 63 ମାଟ୍ରିକ
ଚିତ୍ରକର (ସାଧାରଣ) 24 ମାସରେ 5040 ଘଣ୍ଟା 105 ଅଣ ମାଟ୍ରିକ
ସାଙ୍କେତିକ ଲେଖକ ଓ ସଚିବସ୍ତରୀୟ ସହାୟକ(ଇଂରାଜୀ) 12 ମାସରେ 2520 ଘଣ୍ଟା 52 ମାଟ୍ରିକ
ଟର୍ଣ୍ଣର 24 ମାସରେ 5040 ଘଣ୍ଟା 64 ମାଟ୍ରିକ
ଝଳେଇ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 126 ଅଣ ମାଟ୍ରିକ
ୱୟାରମ୍ୟାନ 24 ମାସରେ 5040 ଘଣ୍ଟା 84 ଅଣ ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।